ଲାଳେଇବା Lāḻeibā
- ଦେ. କ୍ରି (ସଂ. ଲାଳାୟ ଧାତୁ) — (କୌଣସି ବସ୍ତୁ) ଦେହରୁ ଲାଳା ନିର୍ଗତ କରିବା — To emit slime; to become slimy
- ଦେ. କ୍ରି (ସଂ. ଲାଳାୟ ଧାତୁ) — (ସଂ. ଲାଳାୟିତ) ଲାଳାମୟ ହେବା — 3. To be slimy
- ଦେ. କ୍ରି (ସଂ. ଲାଳାୟ ଧାତୁ) — [ଉ—ଅନ୍ନ ଆଦି ବାସି ହୋଇଗଲେ ତାହା ଲାଳେଇଯାଏ।]
- ଦେ. କ୍ରି (ସଂ. ଲାଳାୟ ଧାତୁ) — ଲାଳାୟିତ ହେବା — To hanker after a thing
- ଦେ. କ୍ରି (ସଂ. ଲାଳାୟ ଧାତୁ) — ଜିଭ ଦ୍ୱାରା ଚଞ୍ଚଳ ଚାଟି ଖାଇବା — To lick up any thing
- ଦେ. କ୍ରି (ସଂ. ଲାଳାୟ ଧାତୁ) — ମୁହଁରୁ ଲାଳ ବୁହାଇବା — To slaver; to drivel
- ଦେ. କ୍ରି (ସଂ. ଲାଳାୟ ଧାତୁ) — [ଦ୍ର—ଏ ଶବ୍ଦ ଜିଭ, ପାଟି, ମୁହଁ, ତୁଣ୍ଡ ଆଦି ଶବ୍ଦ ପରେ ବ୍ଯବହୃତ ହୁଏ।]