ଲାଳିତ୍ୟ Lāḻitya
- ସଂ. ବି (ଲାଳିତ+ଭାବାର୍ଥେ. ଯ) — ଲାବଣ୍ୟ; ସୌନ୍ଦର୍ଯ୍ୟ — Beauty; grace
- ସଂ. ବି (ଲାଳିତ+ଭାବାର୍ଥେ. ଯ) — କୋମଳତା — Softness
- ସଂ. ବି (ଲାଳିତ+ଭାବାର୍ଥେ. ଯ) — ମାଧୁର୍ଯ୍ୟ — Sweetness
- ସଂ. ବି (ଲାଳିତ+ଭାବାର୍ଥେ. ଯ) — ରମଣୀୟତା; କମନୀୟତା; ମନୋହାରିତ୍ୱ — Pleasantness; charm; loveliness