ଲାଶ୍ Laṡ
- ବୈଦେ. ବି (କଚିରିଆ ଭାଷା, ତୁର୍କୀ ଶବ୍ଦ) — ମୃତ ଦେହ; ମୁର୍ଦ୍ଦାର — Dead body; corpse
- ବୈଦେ. ବି (କଚିରିଆ ଭାଷା, ତୁର୍କୀ ଶବ୍ଦ) — ଶରୀର; ଦେହ — The body
- ବୈଦେ. ବି (କଚିରିଆ ଭାଷା, ତୁର୍କୀ ଶବ୍ଦ) — (ଇଂ. ଲାଷ୍ଟ୍) ଜୋତା ତିଆରି କରିବା ପାଇଁ ମୋଚିମାନେ କାଠର ଯେଉଁ ଫର୍ମା ବ୍ଯବହାର କରନ୍ତି — Shoe-maker's last