ଲାଳାୟମାନ Lāḻāyamāna

  • ସଂ. ବିଣ. ପୁଂ. (ଲାଳାଶବ୍ଦରୁ ଲାଳାୟ ନାମ ଧାତୁ+କର୍ତ୍ତୃ. ଆନ) — ଯାହାର ପାଟିରୁ ବା ଯହିଁରୁ ଲାଳ ବୋହୁଥାଏ — Emitting slime; salivating; slobbering; drivelling