ଲାଲ୍ ଗୁଲ୍ଗୁଲ୍ Lāl gul-gul

  • ପ୍ରାଦେ. (ସମ୍ବଲପୁର) ବିଣ — ଲାଲ୍ଗୁଲାଲ୍ (ଦେଖ) — Lālgulāl (See)
  • ପ୍ରାଦେ. (ସମ୍ବଲପୁର) ବିଣ — [ଉ—ଲାଲ୍ ଗୁଲ୍ ଗୁଲ୍ ଅଏନ୍ ଟୁକୀ (ବୁଈ)— ସମ୍ବଲପୁରୀ ବଚନ।]