ଲାଲ୍ ଗୁଲାଲ Lāl gulāl

  • ବୈଦେ. ବିଣ. (ଫା). — ରଙ୍ଗ ଟହ ଟହ, ନାଲି ଟୁକୁ ଟୁକୁ; ରକ୍ତ ରଞ୍ଜିତ ଓ ମନୋହର — Red coloured and charming
  • ବୈଦେ. ବିଣ. (ଫା). — ଖୁବ୍ ରକ୍ତବର୍ଣ୍ଣ ବିଶିଷ୍ଟ — Very red; bright red