ଲାଲା ଲାଜପତ୍ ରାଏ Lāḻā lājapat rāe
- ଦେ. ବି. (ନାମ) — ଭାରତର ଆଧୁନିକ ଯୁଗର ସ୍ୱର୍ଗୀୟ ପ୍ରସିଦ୍ଧ ରାଜନୀତିକ ବୀର — The late famous politician of modern India
- ଦେ. ବି. (ନାମ) — [ଦ୍ର— ଏହାଙ୍କର ଜନ୍ମ ଖ୍ରୀ 1865 ଓ ମୃତ୍ୟୁ 17\11\1928 ରେ। ଏ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ; ଜାତିରେ ଏ ଅଗରୱାଲା ବୈଶ୍ୟ। ଏ ଭାରତର ଜଣେ ପ୍ରଧାନ ଦେଶସେବକ, ଜାତୀୟ କର୍ମୀ ଓ ନିର୍ଭୀକ ବୀର। ଏ ଦେଶହିତକର ବହୁ ପୁସ୍ତକ ପ୍ରଣୟନ କରିଥିଲେ ଏବଂ ବହୁ ବାର ରାଜନିତିକ ଅପରାଧରେ ଦଣ୍ଡ ମଧ୍ୟ ଭୋଗ କରି— ଥିଲେ। ଏ ମହାତ୍ମା ଗାନ୍ଧିଙ୍କର ଅଦମ୍ୟ ସହକର୍ମୀ ଥିଲେ।] — [ଦ୍ର— ଏହାଙ୍କର ଜନ୍ମ ଖ୍ରୀ1865ଓ ମୃତ୍ୟୁ17\11\1928ରେ ଏ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ; ଜାତିରେ ଏ ଅଗରୱାଲା ବୈଶ୍ୟ ଏ ଭାରତର ଜଣେ ପ୍ରଧାନ ଦେଶସେବକ, ଜାତୀୟ କର୍ମୀ ଓ ନିର୍ଭୀକ ବୀର ଏ ଦେଶହିତକର ବହୁ ପୁସ୍ତକ ପ୍ରଣୟନ କରିଥିଲେ ଏବଂ ବହୁ ବାର ରାଜନିତିକ ଅପରାଧରେ ଦଣ୍ଡ ମଧ୍ୟ ଭୋଗ କରି— ଥିଲେ ଏ ମହାତ୍ମା ଗାନ୍ଧିଙ୍କର ଅଦମ୍ୟ ସହକର୍ମୀ ଥିଲେ]