ଲାଭ ଖାଇବା Leābha khāibā

  • ଦେ. କ୍ରି — ବାଣିଜ୍ୟାଦିର ଆୟକୁ ଭୋଗ କରିବା — To enjoy the profits
  • ଦେ. କ୍ରି — [ଉ— ଓରନାଳ ଗାଁ ପଦିଆ ତନ୍ତୀ, ଲାଭ ଖାଇଗଲେ ମାଧ ମାହାନ୍ତି। ଢଗ।]