ଲାବଣ୍ୟଧାମା Lābaṇyadhāmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଲାବଣ୍ୟ+ଧାମନ୍; 1 ମା 1 ବ) — ଲାବଣ୍ୟମୟ; ଲାବଣ୍ୟରସ୍ଥାନସ୍ୱରୂପ — Graceful; repository of grace
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଲାବଣ୍ୟ+ଧାମନ୍; 1 ମା 1 ବ) — (ଉ—ବସିଛି ରାମାଏ ଲାବଣ୍ୟଧାମାଏ ନାନା ରତ୍ନକୂଟ ସରି— ଭଞ୍ଜ. ବୈଦେହୀଶବିଳାସ।)