ଲାବଣ୍ୟ ରୂପ Lābaṇya rūpa

  • ସଂ. ବି. (ମ. ପ. ଲୋ) — ସୁନ୍ଦର ରୂପ — Graceful form
  • ସଂ. ବିଣ. ପୁଂ.—(ବହୁବ୍ରୀହି) — ସୁନ୍ଦର ରୂପଯୁକ୍ତ — Of graceful form
  • ସଂ. ବିଣ. ପୁଂ.—(ବହୁବ୍ରୀହି) — [ଉ—ଲାବଣ୍ୟରୂପ ଲକ୍ଷ୍ମୀଧର। ଲୟ କରନ୍ତି ସୁର ନର। —କମଳଲୋଚନ ଚଉତିଶା]