ଲାଦୁ ବାଦୁ Lādu bādu
- ଦେ. ବିଣ — ଉପର୍ଯ୍ୟୁପରି ଖୁନ୍ଦି ହୋଇଥିବା — Huddled together
- ଦେ. ବିଣ — ବହୁ ପଦାର୍ଥ ଏକତ୍ର ସମାବିଷ୍ଟ ହେବା ଯୋଗୁଁ ଅସୁନ୍ଦର ଓ ଅସୁବିଧାଜନକ — Cumbrous; awkward
- ଦେ. ବିଣ — [ଉ—କେତେକ ସ୍ତ୍ରୀ ଲୋକ ନାକରେ, କାନରେ, ବେକରେ, ହାତରେ ଲାଦୁବାଦୁ କରି ଅଳଙ୍କାର ପିନ୍ଧନ୍ତି ଓ ସିନ୍ଦୁର, ବଜଳ ଆଦି ଘିନନ୍ତି; ସେଥିପାଇଁ ସେଗୁଡ଼ାକ ବଡ଼ ଲାଦୁ ବାଦୁ ଦେଖାଯାଏ।]