ଲାଦିବା Lādibā

  • ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ) — ଲଦିବା (ଦେଖ) — Ladibā (See)
  • ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ) — କୌଣସି ବସ୍ତୁ ଉପରେ ବହୁତ ବୋଝ ଲଦିବା — To put too much load on a thing
  • ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ) — ବୋଝ ଚପାଇବା — To load
  • ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ) — ଅତ୍ୟଧିକଭାବରେ ବୃଷ୍ଟି କରିବା — To shower copiously
  • ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ) — (ଉ—ମାଡ଼ ଲାଦିପକାଇବା; ବର୍ଷା ଲାଦିବା; ବୋଲୁଅ ଲାଦିବା ଇତ୍ୟାଦି।)