ଲାଣ୍ଡ୍ ଆକ୍ୱିଜିସନ୍ Lāṇḍ ākwijisan
- ବୈଦେ. ବି. (ଇଂ. ଲାଣ୍ଡ ଆକ୍ୱିଜିସନ୍) — (ରେଳ, ସଡ଼କ, କେନାଲ, ସ୍କୁଲ, ଡାକ୍ତରଖାନା ଆଦି) ସାଧାରଣ ହିତକର କାର୍ଯ୍ୟପାଇଁ ଜମିର ମାଲିକଙ୍କୁ ଜମିର ମୂଲ୍ୟ ଦେଇ ଗଭର୍ଣ୍ଣମେଣ୍ଟଙ୍କର ଉକ୍ତ ଜମିକୁ ଖରିଦ କରିବାର ପଦ୍ଧତି — Land acquisition; acquisition of land by Government for public purposes