ଲାଣ୍ଡୁ କରିବା Lāṇḍu karibā

  • ଦେ. କ୍ରି — ଗଛରେ ଥିବା ଶାଖାକୁ କାଟିବାଦ୍ୱାରା ଗଛକୁ ଶାଖାଶୂନ୍ଯ କରିବା — To lop off the branches from a tree
  • ଦେ. କ୍ରି — ପିନ୍ଧିଥିବା ଅଳଙ୍କାରକୁ କାଢ଼ିବାଦ୍ୱାରା ମନୁଷ୍ୟକୁ ଅଳଙ୍କାର ବିହୀନ କରିବା — To divest a person of all the ornaments
  • ଦେ. କ୍ରି — ମୁଣ୍ଡରେ ଥିବା କେଶକୁ ଖିଅର କରିବାଦ୍ୱାରା ଲଣ୍ଡା କରିବା — To shave the head of a person clean
  • ଦେ. କ୍ରି — ପୁତ୍ର ସନ୍ତାନ ଆଦିକୁ ହତ୍ୟା କରିବାଦ୍ୱାରା ମନୁଷ୍ୟକୁ ଅପତ୍ୟହୀନ କରିବା — To kill all the offsprings of a person
  • ଦେ. କ୍ରି — କୌଣସି ବ୍ଯକ୍ତିର ପାଖରେ ଥିବା ସମସ୍ତ ଧନକୁ ଅପହରଣ କରିବାଦ୍ୱାରା ତାହାକୁ ନିର୍ଧନ କରିବା — To deprive a person of all his wealth
  • ଦେ. କ୍ରି — ମେଣ୍ଢାର ବାଳଯାକ କାଟିନେବା— ଦ୍ୱାରା ମେଣ୍ଢାକୁ ନିର୍ବାଳୁଆ କରିବା — To shear wool from a sheep