ଲାଣ୍ଡିକୋଟଲ୍ Lāṇḍikoṭal

  • ବୈଦେ. ବି. (ନାମ) (ଫା) — ଭାରତର ଉତ୍ତର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ଖାଇବାର୍ ଗିରିସଙ୍କଟସ୍ଥ ସର୍ବୋଚ୍ଚ ଶୃଙ୍ଗ ( 3378 ଫୁଟ) — ଭାରତର ଉତ୍ତର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ଖାଇବାର୍ ଗିରିସଙ୍କଟସ୍ଥ ସର୍ବୋଚ୍ଚ ଶୃଙ୍ଗ (3378ଫୁଟ)—The highest mountian peak in the Khaiber pass
  • ବୈଦେ. ବି. (ନାମ) (ଫା) — [ଦ୍ର—ଏହା ଆଫଗାନିସ୍ଥାନ ଓ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ମଧ୍ୟରେ ଅବସ୍ଥିତ ଓ ଜଣେ ଇଂରେଜ ରାଜ— ପ୍ରତିନିଧିଙ୍କ ଦ୍ୱାରା ଏ ଗିରିସଙ୍କଟ ରକ୍ଷିତ। ଏହା କାବୁଲ ରାଜ୍ୟର ଅନ୍ତର୍ଗତ।]