ଲାଠ୍ୟାଘାତ Lāṭhyāghāta

  • ଦେ. ବି. (ପଣ୍ଡିତିଆ ପ୍ରୟୋଗ; ଦେଶଜ ଶବ୍ଦ ସଙ୍ଗେ ସଂସ୍କୃତ ଶବ୍ଦର ସନ୍ଧି) — ଯଷ୍ଟ୍ୟାଘାତ; ଯଷ୍ଟି ଦ୍ୱାରା ପ୍ରହାର — Striking with a lathi
  • ଦେ. ବି. (ପଣ୍ଡିତିଆ ପ୍ରୟୋଗ; ଦେଶଜ ଶବ୍ଦ ସଙ୍ଗେ ସଂସ୍କୃତ ଶବ୍ଦର ସନ୍ଧି) — [ଦ୍ର—ଏହିପରି ସନ୍ଧି ବ୍ଯବହାର ରୀତିର ବିରୁଦ୍ଧ ହେଲେହେଁ, କେତେକ ଲୋକ ଥଟ୍ଟା ପରିହାସ ସ୍ଥଳରେ ଏପରି ବ୍ଯବହାର କରିଥାଆନ୍ତି। ଯଥା—ଲାଠ୍ୟୌଷଧ, ଲାଠ୍ୟୌଷଧି, ଲାଠ୍ୟପାୟ ଇତ୍ୟାଦି।]