ଲାଠିଆରା Lāṭhiārā

  • ଦେ. ବିଣ — ପ୍ରହରଣରୂପେ ଯଷ୍ଟିଧାରୀ — Bearing cudgel as a weapon; armed with cudgel
  • ଦେ. ବି — ଲାଠି ଦ୍ୱାରା ପଥିକମାନଙ୍କୁ ଆଘାତ କରି ଲୁଣ୍ଠନ କରୁଥିବା ଦସ୍ୟୁ — Robbers who loot after attacking travellers with lathis
  • ଦେ. ବି — ପ୍ରହରଣରୂପେ ଯଷ୍ଟିଧାରୀ ବ୍ଯକ୍ତି — Cudgel bearer; a person armed with a cudgel
  • ଦେ. ବି — ଲାଠି ଖେଳରେ ଦକ୍ଷ ବ୍ଯକ୍ତି — A person who is proficient in the act of using cudgels skilfully