ଲାଠି ଲାଠି ହେବା Lāṭhi lāṭhi hebā

  • ଦେ. କ୍ରି — ଏକ ଅବସ୍ଥାନରେ ଅଙ୍ଗ ପ୍ରତ୍ୟଙ୍ଗ ବହୁକାଳ ନିଶ୍ଚଳଭାବରେ ରଖିବାଯୋଗୁଁ ନଇଁ ନ ହେବା — (the limbs) To become rigid (like a stick) on account of being kept long in one position
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଦେହଭଙ୍ଗୀ ଆଦିଦ୍ୱାରା (ବାକ୍ୟ— ଦ୍ୱାରା ନୁହେଁ) ଅନିଚ୍ଛା ପ୍ରକାଶ କରିବା — (figurative) To show (by bodily expressions and not by words) unwillingness to do any work)