ଲାଟ୍ରେ ଆସିବା Lāṭ-re āsibā

  • ଦେ. କ୍ରି — କୌଣସି ଜମିଦାରିର ରାଜସ୍ୱ ନିରୂପିତ 'ଲାଟବନ୍ଦି' ଦିନ ସରକାରଙ୍କଠାରେ ଦାଖଲ ନ ହେବାଯୋଗୁଁ ବାକି ରାଜସ୍ୱ ଆଦାୟ କରିବାପାଇଁ ଉକ୍ତ ଜମିଦାରି ସରକାରଙ୍କ ଦ୍ୱାରା ନିଲାମ କରାଯିବା ବିଷୟ ସର୍ବସାଧାରଣରେ ବିଜ୍ଞାପିତ ହେବା — To be advertised for sale for arrears of revenue (said of a defaulting zamindari)