ଲାଟ୍ଗୀର୍ଜା Lāṭgīrja

  • ବୈଦେ. ବି (ଇଂ. ଲର୍ଡ+ପର୍ଟୁଗୀଜ୍. ଇଗ୍ରୀଜା) — ଭାରତର ଯେଉଁ ଗୀର୍ଜା ବା ଖ୍ରୀଷ୍ଟିୟାନ୍ ଭଜନା— ଳୟରେ ଲାଟ୍ସାହେବ ଓ ବଡ଼ ବଡ଼ ସରକାରୀ କର୍ମଚାରୀ ସାହେବମାନେ ଉପାସନା କରନ୍ତି ଓ ଯେଉଁଠାରେ ସରକାରୀ ପାଦ୍ରୀ ଉପାସନା କରନ୍ତି — A church reserved for high Government officials in India
  • ବୈଦେ. ବି (ଇଂ. ଲର୍ଡ+ପର୍ଟୁଗୀଜ୍. ଇଗ୍ରୀଜା) — [ଦ୍ର—ଏଥିରେ ସରକାରଙ୍କ ନିଯୁକ୍ତ ଚାପ୍ଳେନ୍ ବା ଲାଟ୍ପାଦ୍ରୀ ପୌରୋହିତ୍ୟ କରନ୍ତି।]