ଲାଟ୍ ସଭା Lāṭ sabhā
- ଦେ. ବି (ଇଂ. ଲର୍ଡ+ସଂ. ସଭା) — ବିଲାତ ପାର୍ଲିଆମେଣ୍ଟର ହାଉସ୍ ଅଫ୍ ଲର୍ଡସ୍ — The House of Lords of the British Parliament
- ଦେ. ବି (ଇଂ. ଲର୍ଡ+ସଂ. ସଭା) — ଭାରତର ବା ପ୍ରାଦେଶିକ ଲାଟ୍ସାହେବଙ୍କୁ ଶାସନସମ୍ବନ୍ଧୀୟ ପରାମର୍ଶ ଓ ସାହାଯ୍ୟ ଦେବାପାଇଁ ଗଠିତ ମନ୍ତ୍ରିସଭା — The Excutive Council of a Governor General or of a Governor
- ଦେ. ବି (ଇଂ. ଲର୍ଡ+ସଂ. ସଭା) — ଲାଟ୍ସାହେବଙ୍କୁ ଆଇନ୍ ପ୍ରଣୟନ ସମ୍ବନ୍ଧେ ପରାମର୍ଶ ଦେବା ନିମନ୍ତେ ଗଠିତ ସଭା — The Legislative Assembly of the Governor General or of a Governor
- ଦେ. ବି (ଇଂ. ଲର୍ଡ+ସଂ. ସଭା) — [ଦ୍ର—ଭାରତର ବଡ଼ଲାଟ୍ଙ୍କ ସଭାକୁ 'ବଡ଼ଲାଟ୍ ସଭା' ଓ ପ୍ରାଦେଶିକ ଲାଟ୍ମାନଙ୍କ ସଭାକୁ 'ଛୋଟଲାଟ୍ ସଭା' ବୋଲାଯାଏ।]