ଲାଟ୍ ପାଦ୍ରୀ Lāṭ pādrī

  • ବୈଦେ. ବି — (ଇଂ. ଲର୍ଡ+ପର୍ଟ୍ଟୁଗୀଜ. ପାଦ୍ରୀ)
  • ବୈଦେ. ବି — ଲାଟ୍ ବିଶପ୍ (ଦେଖ) — Lāṭ biṡap (See)
  • ବୈଦେ. ବି — ଲାଟ ଗୀର୍ଜାରେ ଉପାସନାର୍ଥ ନିଯୁକ୍ତ ପାଦ୍ରୀ — Chaplain
  • ବୈଦେ. ବି — (ଲାଟପାଦରୀ—ଅନ୍ଯରୂପ)