ଲାଟ୍ ନିଲାମ Lāṭ nilāma

  • ବୈଦେ. ବି — ନିଲାମ କରାଯିବା ଦ୍ରବ୍ୟମାନଙ୍କୁ ଦଫା ଦଫା କରି ବିଭକ୍ତ କରି କ୍ରମାନ୍ୱୟରେ ଗୋଟିଏ ଗୋଟିଏ ପୁଞ୍ଜ ବା ଦଫାକୁ ନିଲାମ କରାଯିବା ପଦ୍ଧତି — Auction sale of properties by lots