ଲାଟାନୁପ୍ରାସ Lāṭānuprāsa

  • ସଂ. ବି — (ଲାଟ=ଲାଟୀ ରୀତି ପ୍ରଚଳିତ+ଅନୁପ୍ରାସ)— ଶବ୍ଦାଳଂକାର ବିଶେଷ; ଅନୁପ୍ରାସ ବିଶେଷ; ଲାଟୀରୀତି ସମ୍ମତ ଅନୁପ୍ରାସ ଅଳଂକାର; ତାତ୍ପର୍ଯ୍ୟ ଭେଦ ଥାଇ ଶବ୍ଦଚୟର ପୁନରୁକ୍ତି — A kind of alliteration; a figure of speech in composition in which words derived from the same root are repeatedly used in different meaning
  • ସଂ. ବି — [ଦ୍ର—ଯେଉଁ ଶବ୍ଦାଳଙ୍କାରରେ ଶବ୍ଦ— ମାନଙ୍କର ପୁନରୁକ୍ତି ହୁଏ, ପରନ୍ତୁ ଅନ୍ୱୟକୁ ବଦଳାଇଲେ ତାତ୍ପର୍ଯ୍ୟ ଭିନ୍ନ ଭିନ୍ନ ହୁଏ, ତାକୁ ଲାଟାନୁପ୍ରାସ ବୋଲା— ଯାଏ।