ଲାଟ ଲିପି Lāṭa lipi

  • ଦେ. ବି — ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ପ୍ରସ୍ତର ସ୍ତମ୍ଭମାନଙ୍କ ଦେହରେ ପାଲୀ ଓ ସଂସ୍କୃତ ଭାଷାର ମିଶ୍ରଣରେ ଖୋଦିତ ଅକ୍ଷରମାନ — The script found in ancient pillars in many places of India
  • ଦେ. ବି — [ଦ୍ର—ପାଶ୍ଚାତ୍ୟ ମନୀଷୀ ଜେମସ୍ ପ୍ରିନ୍ସେପ୍ ଏହି ବର୍ଣ୍ଣମାଳା ନିର୍ଣ୍ଣୟ କରିଥିଲେ। ଏହା ପ୍ରାଚୀନ ବ୍ରାହ୍ମଲିପି ସଙ୍ଗେ ସମାନ। ଅଶୋକଙ୍କ ପ୍ରତିଷ୍ଠିତ 14 ଟି ଲାଟ—ସ୍ତମ୍ଭରେ 14 ଟି ଅଶୋକ ଅନୁଶାସନ ଲିପିବଦ୍ଧ ହୋଇ ଅଛି। ଏ ଲିପି- ମାନଙ୍କ ପାଠ ଦ୍ୱାରା ବହୁ ପ୍ରତ୍ନତତ୍ତ୍ୱ ଓ ପ୍ରାଚୀନ କୀର୍ତ୍ତି- ମାନଙ୍କ ବିଷୟ ଜଣା ପଡ଼ିଅଛି—ବିଶ୍ୱକୋଷ] — [ଦ୍ର—ପାଶ୍ଚାତ୍ୟ ମନୀଷୀ ଜେମସ୍ ପ୍ରିନ୍ସେପ୍ ଏହି ବର୍ଣ୍ଣମାଳା ନିର୍ଣ୍ଣୟ କରିଥିଲେ ଏହା ପ୍ରାଚୀନ ବ୍ରାହ୍ମଲିପି ସଙ୍ଗେ ସମାନ ଅଶୋକଙ୍କ ପ୍ରତିଷ୍ଠିତ14ଟି ଲାଟ—ସ୍ତମ୍ଭରେ14ଟି ଅଶୋକ ଅନୁଶାସନ ଲିପିବଦ୍ଧ ହୋଇ ଅଛି ଏ ଲିପି- ମାନଙ୍କ ପାଠ ଦ୍ୱାରା ବହୁ ପ୍ରତ୍ନତତ୍ତ୍ୱ ଓ ପ୍ରାଚୀନ କୀର୍ତ୍ତି- ମାନଙ୍କ ବିଷୟ ଜଣା ପଡ଼ିଅଛି—ବିଶ୍ୱକୋଷ]