ଲାଞ୍ଚଖିଆ Lān̄chakhiā

  • ଦେ. ବିଣ — ଲାଞ୍ଚୁଆ (ଦେଖ) — Lān̄chuā. (See)
  • ଦେ. ବିଣ — [ଉ—ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ। ଫକୀରମୋହନ. ଛମାଣ ଆଠଗୁଣ୍ଠ।]
  • ଦେ. ବି — ଉତ୍କୋଚଗ୍ରହଣ — Taking of bribe