ଲାଜୁଆ Lājuā

  • ଦେ. ବିଣ. ପୁଂ. — ଲାଜକୁଳା, ଲଜ୍ଜାଶୀଳ — Modest; shy
  • ଦେ. ବିଣ. ପୁଂ. — (ଉ—ଲାଜୁଆ ବ୍ରାହ୍ମଣ, କାଶୁଆ ଚୋର, ଗାଆଁ ମଝିରେ ଯେବେ ଥାଇ ଯୋଡ଼, କମାରର ଯେବେ ମୁହଁରେ ଥୋଡ଼, ଏ ଚାରିଙ୍କର ମୁହଁ ପୋଡ଼—ଢଗ।)