ଲାଜାମଣ୍ଡ Lājāmaṇḍa

  • ସଂ. ବି. — (ବୈଦ୍ଯକ)—ଖଇ ମଣ୍ଡ, ଗରମ ପାଣିରେ ସିଝାଇ ଖଇକୁ ଚକଟି ତାହା କପଡ଼ାରେ ଛାଣି କରି ପ୍ରସ୍ତୁତ କରାଯିବା ଘନ ପାନୀୟ; ଲାଜପେୟ — A gruel made by sifting boiled fried paddy through cloth
  • ସଂ. ବି. — [ଦ୍ର—ଏହା ଅଗ୍ନି— ବର୍ଦ୍ଧକ, ଆମଦୋଷନାଶକ, ଜ୍ୱରାତିସାରନାଶକ ଓ ପଥ୍ୟ।]