ଲାଜହୋମ Lājahoma

  • ସଂ. ବି — ବିବାହବେଦୀରେ ପାଣିଗ୍ରହଣ ଓ ଘୃତ ହୋମ ଶେଷ ହେବା ପରେ ଓ ଆଶୀର୍ବାଦଘର (ଗର୍ଭାଧାନ ବା ଦ୍ୱିରାଗମନ) ଦିନ କରାଯିବା ହୋମରେ ବର କ୍ରୋଡ଼ରେ କନ୍ଯା ଠିଆ ହୋଇ ଦୁହେଁଯାକ ଏକତ୍ର ଅଞ୍ଜଳିବଦ୍ଧ କରି ସେହି ସଂଯୁକ୍ତ ଅଞ୍ଜଳିରେ ଆଞ୍ଜୁଳାଏ ଖଇ ଅଗ୍ନିରେ ଆହୁତି ଦେବାରୂପ ବିଧି — The ceremony of the newly married couple jointly presenting a handful of fried paddy to the sacrificial fire after the completion of the marriage-sacrifice and on the day of consummation of marriage