ଲାଜକୋଳୀ Lājakoḻī

  • ଦେ. ବିଣ (ସଂ. ଲଜ୍ଜାକୁଳା) — ଲାଜକୁରାର ସ୍ତ୍ରୀଲିଙ୍ଗ; ଲଜ୍ଜାବତୀ — The feminine of Lājakurā
  • ଦେ. ବି (ସଂ. ଲଜ୍ଜାଳୁ) ଲଜ୍ଜାଳୁ (ଦେଖ) Lajjāḻu (See) [ଉ— ମଉଳଇ ମୃତପ୍ରାୟେ ପରସ୍ପର୍ଶେ ଯଥା ଲାଜକୁଳୀ ଲତା। ରାଧାନାଥ. ଯଯାତି।]