ଲାଜକୁରୀବଦନ Lājakurībadana

  • ଦେ. ବି (ନାମ) — ଏକପ୍ରକାର ସରୁ ଶାରଦ ଧାନ — Name of a fine-grained winter paddy
  • ଦେ. ବି (ନାମ) — [ଦ୍ର—ଏହା ଏକପ୍ରକାର ଲଘୁଧାନ। ଏହାର ଚାଉଳ ଧଳା; କିନ୍ତୁ ଖୁବ୍ ବାରିକ୍ ନୁହେଁ।]