ଲାଜ କୋଳା Lāja koḻā

  • ଦେ. ବିଣ (ସଂ. ଲଜ୍ଜାକୁଳ) — ଲଜ୍ଜାବାନ୍; ଲଜ୍ଜାଳୁ; ଲଜ୍ଜାଶୀଳ; ଯେ ଅନ୍ୟବ୍ଯକ୍ତିଙ୍କ ସାମନାରେ ଠିଆ ହେବାକୁ ବା କଥା କହିବାକୁ ଲଜ୍ଜାବୋଧ କରେ — Modest; shy; bashful