ଲାଛି କାଛି ଲୁଗା ପିନ୍ଧିବା Lāchhi kāchhi lugā pindhibā
- ଦେ. କ୍ରି — ଖେଣ୍ଟି ଖାଣ୍ଟି ଲୁଗାକୁ ପିନ୍ଧିବା; ବଡ଼ ଲୁଗାକୁ ଏହିପରି ଖୋସିଖାସି କରି ପିନ୍ଧିବା, ଯେପରିକି ତାହା ଆଣ୍ଠୁକୁ ବା ଗୋଡ଼କୁ ବା କଛାକୁ ପାଉ ନ ଥାଏ — To wear a big cloth in such a manner that it does not reach the knees