ଲାଙ୍ଗୂଳ Lāṅgūḻa
- ସଂ. ବି (ଲନ୍ଗ୍ ଧାତୁ+କର୍ତ୍ତୃ. ଊଳ; ଯାହା ଜୀବର ପୃଷ୍ଠ ଶେଷରେ ଲାଗିଥାଏ) — ପଶୁ ଆଦିଙ୍କର ପୁଚ୍ଛ; ଲାଞ୍ଜ; ଲମ୍ବପୁଚ୍ଛ — Long tail of beasts
- ସଂ. ବି (ଲନ୍ଗ୍ ଧାତୁ+କର୍ତ୍ତୃ. ଊଳ; ଯାହା ଜୀବର ପୃଷ୍ଠ ଶେଷରେ ଲାଗିଥାଏ) — ଲୋମଶ ପୁଚ୍ଛ — Hairy tail
- ସଂ. ବି (ଲନ୍ଗ୍ ଧାତୁ+କର୍ତ୍ତୃ. ଊଳ; ଯାହା ଜୀବର ପୃଷ୍ଠ ଶେଷରେ ଲାଗିଥାଏ) — ଶସ୍ୟାଗାର; ଅମାର — A granary (Apte)
- ସଂ. ବି (ଲନ୍ଗ୍ ଧାତୁ+କର୍ତ୍ତୃ. ଊଳ; ଯାହା ଜୀବର ପୃଷ୍ଠ ଶେଷରେ ଲାଗିଥାଏ) — ଶିଶ୍ନ, ଲିଙ୍ଗ — Membrum virile