ଲାଙ୍ଗୁଡ଼ Lāṅguṟḍ̠a

  • ଦେ. ବି (ସଂ. ଲାଙ୍ଗୁଳ) — ଲାଙ୍ଗୁଳ; ପଶୁ ଆଦିଙ୍କର ଲମ୍ବ ପୁଚ୍ଛ; ଲାଞ୍ଜ — The long tail of beasts
  • ଦେ. ବି (ସଂ. ଲାଙ୍ଗୁଳ) — (ଲକ୍ଷଣାର୍ଥ) ପଶୁର ପଛେ ପଛେ ପୁଚ୍ଛ ରହିଥିବା ପରି କୌଣସି ବ୍ଯକ୍ତିକୁ ସର୍ବଦା ଆଶ୍ରୟ କରିଥିବା ବସ୍ତୁ ବା ବ୍ଯକ୍ତି — (figurative) A thing or person constantly accompanying following a person; an accompaniment; appurtenance
  • ଦେ. ବି (ସଂ. ଲାଙ୍ଗୁଳ) — [ଦ୍ର—କୌଣସି ପଥିକଙ୍କ ସଙ୍ଗରେ ଶିଶୁ ବା ଅକ୍ଷମ ବ୍ଯକ୍ତି ଥିଲେ କହନ୍ତି ଯେ, ସେ ଲୋକ ସାଙ୍ଗରେ ଗୋଟିଏ ଲାଙ୍ଗୁଡ଼ ଅଛି। ଷ୍ଟୀମର୍ ପଛରେ ଖଣ୍ଡେ ଦୁଇ ଖଣ୍ଡ ଟଣାବୋଟ ବନ୍ଧା ହୋଇଥିଲେ କହନ୍ତି ଯେ, ସେ ଷ୍ଟୀମର୍ ପଛରେ 2 ଖଣ୍ଡ ଲାଙ୍ଗୁଡ଼ ବନ୍ଧାହୋଇଛି।] — [ଦ୍ର—କୌଣସି ପଥିକଙ୍କ ସଙ୍ଗରେ ଶିଶୁ ବା ଅକ୍ଷମ ବ୍ଯକ୍ତି ଥିଲେ କହନ୍ତି ଯେ, ସେ ଲୋକ ସାଙ୍ଗରେ ଗୋଟିଏ ଲାଙ୍ଗୁଡ଼ ଅଛି ଷ୍ଟୀମର୍ ପଛରେ ଖଣ୍ଡେ ଦୁଇ ଖଣ୍ଡ ଟଣାବୋଟ ବନ୍ଧା ହୋଇଥିଲେ କହନ୍ତି ଯେ, ସେ ଷ୍ଟୀମର୍ ପଛରେ2ଖଣ୍ଡ ଲାଙ୍ଗୁଡ଼ ବନ୍ଧାହୋଇଛି]
  • ଦେ. ବି (ସଂ. ଲାଙ୍ଗୁଳ) — (ଲକ୍ଷଣାର୍ଥ) ଯେଉଁ ଭାର ବା ଦାୟିତ୍ୱକୁ କୌଣସି ବ୍ଯକ୍ତି ନିଜର ଇଚ୍ଛା ବିରୁଦ୍ଧରେ ମଧ୍ୟ ସର୍ବଦା ବହନ କରିବାକୁ ବାଧ୍ୟ ହୁଏ — (figurative) An encumbrance