ଲାଙ୍ଗୁଡ଼ା Lāṅguṟḍ̠ā
- ଦେ. ବିଣ—(ସଂ. ଲାଙ୍ଗୁଳ ଯୁକ୍ତ) — ଲାଙ୍ଗୁଳଯୁକ୍ତ — Having a tail; tailed
- ଦେ. ବିଣ—(ସଂ. ଲାଙ୍ଗୁଳ ଯୁକ୍ତ) — ଯେ ଆପଣା ପଛରେ ଗୋଟାଏ ଲମ୍ବ ଲାଞ୍ଜ ପୋଷାକ ରୂପେ ବାନ୍ଧିଥାଏ — Wearing a tail as a dress
- ଦେ. ବିଣ—(ସଂ. ଲାଙ୍ଗୁଳ ଯୁକ୍ତ) — [ଦ୍ର—ଯାତ୍ରାରେ ହନୁମାନ ସୁଆଙ୍ଗ ସାଜିବା ବ୍ଯକ୍ତି ଆପଣା ପଛପଟେ ଗୋଟାଏ ଲାଙ୍ଗୁଡ଼ ବାନ୍ଧିଥାଏ।]
- ଦେ. ବିଣ—(ସଂ. ଲାଙ୍ଗୁଳ ଯୁକ୍ତ) — ଲାଙ୍ଗୁଡ଼ି (ଦେଖ) — Lāṅguṟḍ̠i (See)
- ବି — ଲାଙ୍ଗୁ଼ଡ଼ା ପୋକ (ଦେଖ) — Lāṅguṟḍ̠ā poka (See)