ଲାଙ୍ଗୁଡ଼ା ପୋକ Lāṅguṟḍ̠ā poka

  • ଦେ. ବି — ଏକପ୍ରକାର କୃମି ବା ଅଂଶେଇ — Larva of Eristalis Tenax; rat-tailed larvae; Pupigerous larva
  • ଦେ. ବି — [ଦ୍ର—ଏମାନଙ୍କ ଦେହ କୋମଳ, ମାଂସଳ ଓ ଗୋଲ। ଏମାନେ ପଦହୀନ ଓ ଏମାନଙ୍କର ଗୋଟିଏ ଲାଙ୍ଗୁଡ଼ ଥାଏ। ଏମାନେ ପଚା ସଢ଼ା ଘାଆରେ, ନର୍ଦ୍ଦମା ପଙ୍କରେ ଓ ମୂତନଳାର ପାଣିରେ ଜନ୍ମନ୍ତି।] ପ୍ରକୃତରେ ଏମାନେ ଏକ ଜାତୀୟ ପକ୍ଷଯୁକ୍ତ ପୋକଙ୍କର — (Drone fly)କୃମି(larva)ଅବସ୍ଥା]