ଲାଙ୍ଗୁଡ଼ା କର Lāṅguṟḍ̠ā kara

  • ପ୍ରାଦେ. (ଗଡ଼ଜାତ) ବି — ଗଡ଼ଜାତରେ ଗୋରୁମାନେ ରାଜକୀୟ ଜଙ୍ଗଲରେ ଚରିବା ପାଇଁ ଗୋସ୍ୱାମୀମାନଙ୍କଠାରୁ ଆଦାୟ ହେବା କର — A cess realised from owners of cattle for grazing in the state forests