ଲାଙ୍ଗୁଡ଼ ବାନ୍ଧିବା Lāṅguṟḍ̠a bāndhibā
- ଦେ. କ୍ରି — ପଶୁର ଲାଙ୍ଗୁଡ଼ପରି ଗୋଟିଏ ଲାଙ୍ଗୁଡ଼ ଆପଣାର ପଛରେ ଯୁକ୍ତ କରିବା ବା ପିନ୍ଧିବା — To wear a tail as a dress, to tie a tail to one's hind parts
- ଦେ. କ୍ରି — (ଲକ୍ଷଣାର୍ଥ) ଆପଣା ସଙ୍ଗେ ଗୁଡ଼ିଏ ଅକାମିକା ବ୍ଯକ୍ତି ରଖିବା (ଯାହାଙ୍କୁ ଆପଣାକୁ ଟାଣିବାକୁ ପଡ଼େ) — (figurative) To be encumbered with useless dependants or hangers on