ଲାଙ୍ଗୁଡ଼ ଟେକିବା Lāṅguṟḍ̠a ṭekibā
- ଦେ. କ୍ରି — ଦୌଡ଼ିବା ସମୟରେ (ପଶୁ) ନିଜର ଲାଙ୍ଗୁଡ଼କୁ ଉର୍ଦ୍ଧ୍ୱକୁ ଉଠାଇବା — To raise the tail while running (said of a beast)
- ଦେ. କ୍ରି — (ଲକ୍ଷଣାର୍ଥ) ଉଦ୍ବେଗ ସହିତ ପ୍ରସ୍ତୁତ ରହିବା — (figurative) To be ready with eagerness
- ଦେ. କ୍ରି — ଉଦ୍ବିଗ୍ନ ହୋଇ କୌଣସି ବିଷୟକୁ ଅପେକ୍ଷା କରିବା — To wait for any matter with eagerness
- ଦେ. କ୍ରି — (ଲକ୍ଷଣାର୍ଥ; ପଶୁମାନେ ଆନନ୍ଦରେ ଲାଙ୍ଗୁଡ଼ ଟେକି ଦଉଡ଼ୁଥିବାରୁ) ଆନନ୍ଦରେ ମତ୍ତ ହେବା — (figurative) To be mad with joy