ଲାଙ୍ଗଳେଶ୍ୱର Laṅgaḻeṡwara
- ଦେ. ବି — ମହାଦେବଲିଙ୍ଗ ବିଶେଷ — Name of a Ṡiba-liṅga
- ଦେ. ବି — ବାଲେଶ୍ୱର ଜିଲ୍ଲାରେ ଥିବା ସ୍ୱନାମପ୍ରସିଦ୍ଧ ଶିବଲିଙ୍ଗଙ୍କ ନାମରେ ନାମିତ ସ୍ଥାନ — Name of a place in Balasore, named according to the Ṡiba Lāṅgaḻeṡwara established there
- ଦେ. ବି — [ଉ—ରଙ୍ଗଣେ ରଞ୍ଜିତ ସିକତିଳ ସ୍ଥଳୀ ଲାଙ୍ଗଳେଶ୍ୱର । ରାଧାନାଥ. ଉଷା।]