ଲାଙ୍ଗଳି Lāṅgaḻi
- ସଂ. ବି—(ଲାଙ୍ଗଳ+ଇ) — ଲାଙ୍ଗଳୀ 1 (ଦେଖ) — ଲାଙ୍ଗଳୀ(ଦେଖ)— . Lāṅgaḻī (See)
- ସଂ. ବି—(ଲାଙ୍ଗଳ+ଇ) — ହ୍ରସ୍ୱ ଈଷଯୁକ୍ତ ଲଙ୍ଗଳ — A plough with a short beam
- ସଂ. ବି—(ଲାଙ୍ଗଳ+ଇ) — ମଞ୍ଜିଷ୍ଠା—(ହି. ଶ.) — Indian madder
- ସଂ. ବି—(ଲାଙ୍ଗଳ+ଇ) — ଜଳପିପ୍ପଳୀ (ହି. ଶ.) — Purple lippia (plant)
- ସଂ. ବି—(ଲାଙ୍ଗଳ+ଇ) — ପୃଶ୍ନିପର୍ଣ୍ଣୀ (ହି. ଶ.) — Pruṡni parṇṇī
- ସଂ. ବି—(ଲାଙ୍ଗଳ+ଇ) — ଗଜପିପ୍ପଳୀ [ହି. ଶ.] (ଦେଖ) — , Gajapippaḻī. (See)
- ସଂ. ବି—(ଲାଙ୍ଗଳ+ଇ) — ଚବ୍ୟ; ଚାଇଁ କାଠ (ହି. ଶ.) — Piper Chaba
- ସଂ. ବି—(ଲାଙ୍ଗଳ+ଇ) — ମହାରାଷ୍ଟ୍ରୀ ନାମକ ଲତା (ହି. ଶ.) — A kind of creeper
- ସଂ. ବି—(ଲାଙ୍ଗଳ+ଇ) — ଋଷଭକ ନାମକ ଔଷଧି — A kind of rare herbarious plant