ଲାଙ୍ଗଳିକ Lāṅgaḻika

  • ସଂ. ବି. ପୁଂ.—(ଲାଙ୍ଗଳ+ଇକ) — ହଳୁଆ; ଯେ ହଳ ବୁଲାଏ — Ploughman; a tiller
  • ସଂ. ବି. ପୁଂ.—(ଲାଙ୍ଗଳ+ଇକ) — ଲାଙ୍ଗଳୀ 1 (ଦେଖ) — ଲାଙ୍ଗଳୀ1(ଦେଖ)—. Lāṅgaḻī 1 (See)
  • ବିଣ. — ଲାଙ୍ଗଳସମ୍ବନ୍ଧୀୟ — Relating to a plough