ଲାଙ୍ଗଳଗ୍ରହ Lāṅgaḻa graha

  • ସଂ. ବି. ପୁଂ.—(ଲାଙ୍ଗଳ+ଗ୍ରହ୍ ଧାତୁ+କର୍ତ୍ତୃ. ଅ) — ହଳୁଆ; ଯେ ହଳ ବୁଲାଏ — Ploughman
  • ସଂ. ବି. ପୁଂ.—(ଲାଙ୍ଗଳ+ଗ୍ରହ୍ ଧାତୁ+କର୍ତ୍ତୃ. ଅ) — ଚଷା; କୃଷକ — Cultivator