ଲାଙ୍ଗଳ ଦଣ୍ଡ Lāṅgaḻa daṇḍa

  • ସଂ. ବି—[ 6 ଷ୍ଠୀ ତତ୍] — ଲାଙ୍ଗଳୀଷା; ଈଷ; ଯେଉଁ ଦଣ୍ଡ ଲଙ୍ଗଳକୁ ଯୁଆଳି ସଙ୍ଗେ ସଂଯୁକ୍ତ କରେ — The beam of a plough; plough-staff