ଲାଗ୍ ଲାଗ୍ Lāg lāg

  • ଦେ. କ୍ରି. ବିଣ — ଲାଗେ ଲାଗେ; ପରେ ପରେ; ପୁନଃ— ପୁନଃ — Repeatedly; in quick succession
  • ଦେ. କ୍ରି. ବିଣ — ଗୋଟିକ ପରେ ଗୋଟିଏ — One after the other