ଲାଗେ ଲାଗେ Lāge lāge
- ଦେ. କ୍ରି. ବିଣ — ତୁହାଇ ତୁହାଇ; ଉପର୍ଯ୍ୟୁପରି — Repeatedly; successively
- ଦେ. କ୍ରି. ବିଣ — ଅବିଶ୍ରାନ୍ତ ଭାବରେ — Constantly; without rest
- ଦେ. କ୍ରି. ବିଣ — ତତ୍କ୍ଷଣାତ୍ — Immediately; at once
- ଅ — ଲାଗିବା ପ୍ରାୟ; ଆସନ୍ନ; ସଂଘର୍ଷ ହେବା ପରି — Almost touching; almost clinging
- ଅ — [ଉ—ଦିନ— ପହରକ ବେଳେ ଦୁଇ ଜାହାଜ, ଭେଟାଭେଟି; ଠୋକର ଲାଗେ ଲାଗେ। ଫକୀରମୋହନ. ଗଳ୍ପସ୍ୱଳ୍ପ ।]
- ଅ — ସଙ୍ଗେ ସଙ୍ଗେ; ପାଖେ ପାଖେ; ସାନ୍ନିଧ୍ୟରେ — Near about; by the side of
- ଅ — [ଉ— ଆମ୍ଭେ ସକଳେ ତୋର ସଙ୍ଗେ, ଥିବୁ ତୋ ରଥ ଲାଗେ ଲାଗେ। ଜଗନ୍ନାଥ. ଭାଗବତ।]