ଲାଗୁଣୀ Lāguṇī

  • ଦେ. ବି. ସ୍ତ୍ରୀ — ମୂଲିଆଣୀ — A female day-labourer
  • ଦେ. ବି. ସ୍ତ୍ରୀ — ବନ୍ଧା ମୂଲିଆଣୀ; ଯେଉଁ ମୂଲିଆଣୀ ପ୍ରତିଦିନ ପ୍ରଭୁଙ୍କ କାମ କରେ — A regular female day-labourer
  • ପ୍ରାଦେ. (କଟକସହର) ବି — ନାଗୁଣୀ; ମାଈ ନାଗସାପ — A female ' Nāga' serpent