ଲାଗୁଆ ମୂଲିଆ Lāguā mūliā

  • ଦେ. ବି. ପୁଂ. — ଯେଉଁ ମୂଲିଆ ଚୁକ୍ତି କରି ପ୍ରତିଦିନ ଜଣେ ବ୍ଯକ୍ତିଙ୍କ ନିକଟରେ ମୂଲ ଲାଗେ — A day-labourer who works for a particular person every- day
  • ଦେ. ବି. ପୁଂ. — ଯେଉଁ ମୂଲିଆ ଏକ— ବର୍ଷ ପାଇଁ ମାଲିକଙ୍କ ଚାଷକାମ କରେ — A labourer who contracts to work for wages for a master for one year