ଲାଗୁଆ ନେବା Lāguā nebā

  • ଦେ. କ୍ରି — କୌଣସି ବିକ୍ରେତାଠାରୁ 'ଲାଗୁଆ' ଚୁକ୍ତିରେ କୌଣସି ବସ୍ତୁ ପ୍ରତିଦିନ ଗ୍ରହଣ କରିବା — (A house holder) To take a daily supply of any article from a seller under the 'Lāguā' arrangement